ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବ୍ରହ୍ମର ଅବସ୍ଥାନ ହୋଇଥିଲା ବିସର ମହାନ୍ତି ଦ୍ୱାରା ଗଡ଼କୁଜଙ୍ଗରେ । ମାଦଳାପାଞ୍ଜିରେ ଏହା ଉଲ୍ଲେଖିତ । ଭକ୍ତର ଅଧୀନ ଭଗବାନ ଓ ଲୀଳାକ୍ଷେତ୍ରର ସ୍ୱତନ୍ତ୍ରତା ଅନନ୍ୟ । ଏହା ଶ୍ରୀଜଗନ୍ନାଥ ସଂସ୍କୃତିର ଇତିହାସ ପୃଷ୍ଠାରେ ଚିର ସ୍ମରଣୀୟ । ଏଠାକାର ଧାର୍ମିକ ଚିନ୍ତନ, ସାଂସ୍କୃତିକ ପରମ୍ପରା ବେଶ୍ ମନୋଜ୍ଞ ଓ ଆକର୍ଷଣୀୟ।
ଅଶ୍ୱକ୍ଷେତ୍ର, ତୁଳସୀକ୍ଷେତ୍ର, ମାଦଳାପାଞ୍ଜି, ବ୍ରହ୍ମ, ମଣୋହି, ବିଗ୍ରହ, ମହାଅଣସର, ସଙ୍ଖୁଡ଼ି, କଳାପାହାଡ଼।
ପ୍ରମୁଖ ଶବ୍ଦାବଳୀ
ଲେଖକ: ଡ. ସରୋଜିନୀ ପାଣି
ଆସିଷ୍ଟାଣ୍ଟ୍ ପ୍ରଫେସର, ଓଡ଼ିଆ ଭାଷା ସାହିତ୍ୟ ବିଭାଗ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
E-Mail: sarojini.pani@gmail.com
Submission Date:08-05-2025
Publication Date: 14-07-2025
Reviewed by: ପ୍ରଫେସର ଦେବାଶିଷ ପାତ୍ର
Article No: BB-I-III-2025-03
Page No: 17–20
